অর্থ : ଭୟ, ଚିନ୍ତାଆଦି କାରଣରୁ ମସ୍ତିଷ୍କର ଶିରା ପ୍ରଶିରାରେ ଅସ୍ଥିରତାର କ୍ରିୟା ଯାହାଦ୍ୱାରା ଚିନ୍ତା ବଢ଼ିଯାଏ
উদাহরণ :
ମାନସିକ ଅସ୍ଥିରତା କାରଣରୁ ତାର ଦେହ ଖରାପ ହୋଇଗଲା
অন্যান্য ভাষায় অনুবাদ :
অর্থ : କୌଣସି ଭୟଙ୍କର ବା ଚିନ୍ତାଜନକ ଘଟଣା କାରଣରୁ ଲୋକଙ୍କର ହେଉଥିବା ଭୟ ଯାହାର ଫଳ ସ୍ୱରୂପ ଲୋକେ ନିଜ ରକ୍ଷାର ଉପାୟ ଭାବିବାକୁ ଲାଗନ୍ତି
উদাহরণ :
ବମ୍ ଫୁଟିବାରୁ ଲୋକଙ୍କ ମଧ୍ୟରେ ଅଶାନ୍ତି ଖେଳିଗଲା
অন্যান্য ভাষায় অনুবাদ :