সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ମହାପୁରୁଷଙ୍କ ଆଗମନ ସମୟରେ ତାଙ୍କ ହାତ ଧୋଇବାପାଇଁ ଦିଆ ଯାଉଥିବା ଜଳ
উদাহরণ : ସେ ନଇଁପଡ଼ି ତାଙ୍କ ଗୁରୁଙ୍କ ହାତରେ ଅର୍ଘ୍ୟ ଢାଳିବା ଆରମ୍ଭ କଲେ
অন্যান্য ভাষায় অনুবাদ :हिन्दी
महापुरुष के आगमन पर हाथ धुलाने के लिए दिया जाने वाला जल।
অর্থ : କୌଣସି ଜଳ ବା ଜଳରେ ମିଶାଯାଇଥିବା ଅନ୍ନ, ଦୁଧ, ଦହି, ଫୁଲଆଦି ଯାହା ଦେବତାଆଦିଙ୍କୁ ଅର୍ପଣ କରାଯାଇଥାଏ
উদাহরণ : ମୋର ବୁଢ଼ାବାପା ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦିଅନ୍ତି
वह जल या जल में मिला अन्न, दूध, दही, फूल आदि जो किसी देवता आदि को अर्पित किया जाता है।
অর্থ : ପାଣି ଛିଟିକିବାର ପ୍ରକ୍ରିୟା
উদাহরণ : ପୂଜା ଆରମ୍ଭ କରିବାପୂର୍ବରୁ ଅର୍ଘ୍ୟର ଆବଶ୍ୟକ ଥାଏ
जल छिड़कने की क्रिया।
অর্থ : ବରଯାତ୍ରୀ ଆସିବା ପରେ ସେମାନଙ୍କୁ ଦିଆଯାଉଥିବା ଜଳ
উদাহরণ : ବରଯାତ୍ରୀ ଦୁଆର ନିକଟରେ ପହଞ୍ଚି ଗଲେଣି, ମାତ୍ର ଅର୍ଘ୍ୟ ଏବେସୁଦ୍ଧା ପହଞ୍ଚି ନାହିଁ
वह जल जो बारात के आने पर भेजा जाता है।
অর্থ : କାହାରି ଆଗମନର ପ୍ରସନ୍ନତା ପ୍ରକଟ କରିବାପାଇଁ ଗଡ଼େଇ ଦିଆଯାଉଥିବା ଜଳ
উদাহরণ : ସେ ମଥାରେ ଅର୍ଘ୍ୟ ନେଇ ନବବଧୂର ଆଗମନର ପ୍ରତୀକ୍ଷା କଲେ
किसी के आने पर प्रसन्नता प्रकट करने के लिए लुढ़काया जाने वाला जल।
ইনস্টল