অর্থ : ଇଚ୍ଛାର ଅଭାବ ବା ଇଚ୍ଛା ନହେବାର ଭାବ
উদাহরণ :
ପଢ଼ିବାକୁ ତାହାର ଅରୁଚି ରହିଛି
সমার্থক : ଅନିଚ୍ଛା
অন্যান্য ভাষায় অনুবাদ :
অর্থ : ଏକ ରୋଗ ଯେଉଁଥିରେ ଇଚ୍ଛା ହେଉଥିଲେ ମଧ୍ୟ ଖାଇ ହୁଏ ନାହିଁ
উদাহরণ :
ଘୃଣିତ ଅବା ଦୁର୍ଗନ୍ଧଯୁକ୍ତ ବସ୍ତୁ ଦେଖିବା ଅବା ଖାଇବାଯୋଗୁଁ ଅରୁଚି ହୋଇଥାଏ
সমার্থক : ଅରୁଚିରୋଗ
অন্যান্য ভাষায় অনুবাদ :