অর্থ : ଯେ କାହାକୁ କିଛି କେବେ ମାଗେନାହିଁ
উদাহরণ :
ଅଯାଚକ ବ୍ୟକ୍ତି ମାଗିବା ଅପେକ୍ଷା ମରିବାକୁ ପସନ୍ଦ କରନ୍ତି
সমার্থক : ଅଯାଚକ
অন্যান্য ভাষায় অনুবাদ :
অর্থ : ମଗା ନ ହୋଇଥିବା
উদাহরণ :
ତାକୁ ଅଯାଚିତ ଧନର ଭଣ୍ଡାର ମିଳିଗଲା
সমার্থক : ଅପ୍ରାର୍ଥିତ, ଅଯାଚିତ
অন্যান্য ভাষায় অনুবাদ :