অর্থ : ଛିଦ୍ରଯୁକ୍ତ ପାତ୍ରଦ୍ୱାରା ଶିବଲିଙ୍ଗ ଉପରେ ପାଣି,ଦୁଧ ଆଦି ଟପ ଟପ କରି ପକାଇବା ପ୍ରକ୍ରିୟା
উদাহরণ :
ଶ୍ରଦ୍ଧାଳୁ ଅଭିଷେକପାଇଁ ପାତ୍ରରେ ଜଳ ଭରି ଆଣିଲେ
সমার্থক : ଅଭିସେଚନ
অন্যান্য ভাষায় অনুবাদ :
অর্থ : ଶାନ୍ତି ବା ମଙ୍ଗଳପାଇଁ ମନ୍ତ୍ରପଢ଼ି କୁଶ ତଥା ଦୂବରେ ଜଳ ଛିଞ୍ଚିବାର ପ୍ରକ୍ରିୟା
উদাহরণ :
ପୂଜାରୀ ଶିବଲିଙ୍ଗକୁ ଅଭିଷେକ କରୁଛନ୍ତି
সমার্থক : ଅଭିସେଚନ
অন্যান্য ভাষায় অনুবাদ :
शांति या मंगल के निमित्त मंत्र पढ़कर कुश तथा दूब से जल छिड़कने की क्रिया।
पुजारी शिवलिंग का अभिषेक कर रहे हैं।The ritual washing of a priest's hands or of sacred vessels.
ablutionঅর্থ : ରାଜସିଂହାସନ କିମ୍ବା ଗାଦିରେ ଆସୀନ ହେବା ସମୟରେ କରାଯାଉଥିବା କୃତ୍ୟ
উদাহরণ :
ରାଜାଭିଷେକ ପୂର୍ବରୁ ରାମଙ୍କୁ ବନବାସ ଯିବାକୁ ପଡ଼ିଲା
সমার্থক : ରାଜାଭିଷେକ, ରାଜ୍ୟାଭିଷେକ
অন্যান্য ভাষায় অনুবাদ :
The ceremony of installing a new monarch.
coronation, enthronement, enthronisation, enthronization, investiture