অর্থ : ଅଭିଯୋଗ କରିବା କାର୍ଯ୍ୟ
উদাহরণ :
ସେ ବହୁତ ଭାବିଚିନ୍ତି ଅଭିଯୋଗର ଯୋଜନା କରିଛି
সমার্থক : ଅଭିଯୋଜନା
অন্যান্য ভাষায় অনুবাদ :
অর্থ : କ୍ଷତି ନିବାରଣ ବା କ୍ଷତିପୂରଣପାଇଁ ବିଚାରାଳୟରେ କରାଯାଇଥିବା ପ୍ରାର୍ଥନା
উদাহরণ :
ଯାଞ୍ଚ ପରେ ଏହି ଖବର ମିଳିଲା ଯେ ତାଙ୍କ ଉପରେ ଲଗାଯାଇଥିବା ଅଭିଯୋଗ ପୂରାପୂରି ମିଛ
অন্যান্য ভাষায় অনুবাদ :
The lawyers acting for the state to put the case against the defendant.
prosecutionঅর্থ : କାହାରି ବ୍ୟବହାର, କାର୍ଯ୍ୟଆଦିରେ ଦୁଃଖୀ ହୋଇ ତାକୁ ବା ତାହାର କୌଣସି ସଂପର୍କୀୟକୁ ଉତ୍ପନ୍ନ ଦୁଃଖ ସମ୍ପର୍କରେ କହିବାର କ୍ରିୟା
উদাহরণ :
ମୋର ଆପଣଙ୍କ ବିଷୟରେ କିଛି ଅଭିଯୋଗ ନାହିଁ ,ଏବେ ଆପଣ ଯାଇପାରନ୍ତି ତାଙ୍କର ମିଛ ଅଭିଯୋଗରେ ମତେ ଗାଳି ଶୁଣିବାକୁ ପଡ଼ିଲା
অন্যান্য ভাষায় অনুবাদ :
किसी के व्यवहार,कार्य आदि से दुखी होकर उससे या उसके किसी संबंधित से उत्पन्न दुख कहने की क्रिया।
उसकी झूठी शिकायत से मुझे डाँट खानी पड़ी।An expression of grievance or resentment.
complaintঅর্থ : କେହି ଜଣେ ଅନୁଚିତ, ଦଣ୍ଡନୀୟ ବା ନିୟମ ବିରୁଦ୍ଧ କାର୍ଯ୍ୟ କରିଛି ବୋଲି କହିବା
উদাহরণ :
ଭ୍ରଷ୍ଟାଚାର ଆରୋପରେ ତାକୁ ନିଲମ୍ବିତ କରାଯାଇଛି
অন্যান্য ভাষায় অনুবাদ :
Statements affirming or denying certain matters of fact that you are prepared to prove.
allegation, allegement