অর্থ : ଯାହାର ଅଭିବ୍ୟଞ୍ଜନ ହୋଇଛି ବା ପ୍ରକଟ କରାଯାଇଥିବା
উদাহরণ :
ଅଭିବ୍ୟକ୍ତ ଭାବକୁ ଲୁଚାଇବାପାଇଁ କାହିଁକି ଚେଷ୍ଟା କରୁଛନ୍ତି?
সমার্থক : ଅଭିବ୍ୟକ୍ତ, ପ୍ରକଟିତ, ବ୍ୟକ୍ତ
অন্যান্য ভাষায় অনুবাদ :
जिसका अभिव्यंजन हुआ हो या प्रकट किया हुआ।
अभिव्यक्त भाव को छुपाने की कोशिश क्यों कर रहे हो।অর্থ : ଯାହାର ଉଚ୍ଚାରଣ ହୋଇଛି
উদাহরণ :
ଉଚ୍ଚାରିତ ଏବଂ ଲିଖିତ ଭାଷା ଏକ ପ୍ରକାର ନୁହେଁ
অন্যান্য ভাষায় অনুবাদ :