অর্থ : ସେହି ବିଚାର ଯାହା ପୂରଣ କରିବାପାଇଁ କୌଣସି କାମ କରାଯାଏ
উদাহরণ :
ଏହି କାମ କରିବା ପଛରେ ଆପଣଙ୍କର କି ଉଦ୍ଦେଶ୍ୟ ଅଛି? ନିଜ ଉଦ୍ଦେଶ୍ୟ ପୂରଣ କ୍ଷେତ୍ରରେ ଆପଣଙ୍କର ସମୟ ନଷ୍ଟକରିବା ଉଚିତ୍ ନୁହେଁ
সমার্থক : ଆବଶ୍ୟକତା, ଉଦ୍ଦେଶ୍ୟ, ପ୍ରୟୋଜନ, ମତଲବ୍, ଲକ୍ଷ
অন্যান্য ভাষায় অনুবাদ :
वह विचार जिसे पूरा करने के लिए कोई काम किया जाए।
इस काम को करने के पीछे आपका क्या उद्देश्य है?অর্থ : ସେହି ଅଭିପ୍ରାୟ ବା ଉଦ୍ଦେଶ୍ୟ ଯାହା କୌଣସି ଶବ୍ଦ,ପଦ ବା ବାକ୍ୟଆଦିରୁ ବାହାରେ ଏବଂ ଯାହାକୁ ବୁଝାଇବପାଇଁ ସେ ଶବ୍ଦ ବା ପଦ ଲୋକରେ ପ୍ରଚଳିତ ହୁଏ
উদাহরণ :
ବେଳେବେଳେ ସୁରଦାଶଙ୍କ ପଦର ଅର୍ଥ ବାହାର କରିବା କଷ୍ଟକର ହୋଇଥାଏ
সমার্থক : ଅର୍ଥ, ତାତ୍ପର୍ଯ୍ୟ, ଭାବ, ମାନେ
অন্যান্য ভাষায় অনুবাদ :