অর্থ : ଅହଙ୍କାର ବା ଦର୍ପରେ ପୂର୍ଣ୍ଣ
উদাহরণ :
ଅହଙ୍କାରୀ ବ୍ୟକ୍ତି ସମାଜ ନିମନ୍ତେ ଅଭିଶାପ ହୋଇଥାଏ
সমার্থক : ଅବିନୟୀ, ଅହଙ୍କାରୀ, ଗର୍ବୀ, ଦର୍ପୀ, ଦାମ୍ଭିକ
অন্যান্য ভাষায় অনুবাদ :
अभिमान या दर्प से भरा हुआ।
अभिमानी व्यक्ति समाज के लिए अभिशाप होते हैं।অর্থ : ଔଦ୍ଧତ୍ୟ ଦେଖାଉଥିବା
উদাহরণ :
ସେ ଏତେ ଉଦ୍ଧତ ଯେ ତାସହ କଥା ହେବାକୁ ମନ ହୁଏନି
অন্যান্য ভাষায় অনুবাদ :
Having or showing feelings of unwarranted importance out of overbearing pride.
An arrogant official.অর্থ : ବଡ଼ମାନଙ୍କୁ ଉଚିତ୍ ଆଦର ବା ସଙ୍କୋଚ ନକରିବା ବ୍ୟକ୍ତି
উদাহরণ :
ରାମୁ ଜଣେ ଉଦ୍ଧତ ବାଳକ
অন্যান্য ভাষায় অনুবাদ :
Showing lack of due respect or veneration.
Irreverent scholars mocking sacred things.