অর্থ : ସୀମାଉପରେ ଅବସ୍ଥିତ ହେବା ବା ରହିବା
উদাহরণ :
ନେପାଳ ଭାରତର ସୀମାରେ ଅବସ୍ଥିତ
সমার্থক : ଅବସ୍ଥାନ କରିବା, ସ୍ଥିତ ହେବା
অন্যান্য ভাষায় অনুবাদ :
* सीमा पर स्थित होना या लगे होना।
नेपाल भारत की सीमा पर है।অর্থ : କାହାର ସହାୟତାରେ ରହିବା
উদাহরণ :
ଏଭଳି ଗ୍ରହଣ କରାଯାଏ କି ଶେଷନାଗର ଫଣା ଉପରେ ପୃଥିବୀ ଅବସ୍ଥିତ
সমার্থক : ରହିବା
অর্থ : କୌଣସି ସ୍ଥାନରେ ଅବସ୍ଥିତ ହେବା ବା ଏକ ନିଶ୍ଚିତ ସ୍ଥିତିରେ ରହିବା
উদাহরণ :
ହିମାଳୟ ଭାରତର ଉତ୍ତରରେ
সমার্থক : ଅବସ୍ଥାନ କରିବା, ରହିବା
অন্যান্য ভাষায় অনুবাদ :
Be located or situated somewhere. Occupy a certain position.
lie