অর্থ : କୌଣସି ବିଷୟ, କଥା ବା ଘଟଣାର କୌଣସି ବିଶେଷ ସ୍ଥିତି
উদাহরণ :
କ୍ରୋଧ ଅବସ୍ଥାରେ କରାଯାଇଥିବା କାମ ଠିକ୍ ହୁଏ ନାହିଁ ତାର କି ଦଶା ପଡ଼ିଲା
সমার্থক : ଗତି, ଦଶା, ସ୍ଥିତି, ହାଲ୍ଚାଲ୍
অন্যান্য ভাষায় অনুবাদ :
The way something is with respect to its main attributes.
The current state of knowledge.অর্থ : ଉଦାସୀ ବା ଉତ୍ତେଜନାର ଅବସ୍ଥା
উদাহরণ :
ସେ ବର୍ତ୍ତମାନ ଏ ଭଳି ହାଲରେ ଅଛି ଯେ ତା ସହିତ ତର୍କ କରିବା ଉଚିତ୍ ନୁହେଁ
অন্যান্য ভাষায় অনুবাদ :
অর্থ : ରସାୟନ ବିଜ୍ଞାନର ଅନ୍ତର୍ଭୁକ୍ତ ଯେଉଁ ତିନୋଟି ଅବସ୍ଥାରେ ସମସ୍ତ ପଦାର୍ଥ ସମାହିତ
উদাহরণ :
ପଦାର୍ଥଗୁଡ଼ିକ କଠିନ, ତରଳ, ଓ ଗ୍ୟାସୀୟ ଅବସ୍ଥାରେ ମିଳେ
অন্যান্য ভাষায় অনুবাদ :
रसायन विज्ञान में मानी हुई वह तीन अवस्था जिसमें सभी पदार्थ समाहित हैं।
पदार्थ ठोस, द्रव और गैस इन तीन अवस्थाओं में पाया जाता है।(chemistry) the three traditional states of matter are solids (fixed shape and volume) and liquids (fixed volume and shaped by the container) and gases (filling the container).
The solid state of water is called ice.অর্থ : କାହାକୁ କିଛି ମାଗିବାର ଅବସ୍ଥା ବା ପ୍ରକାଶ
উদাহরণ :
ଭିକାରୀର ଅବସ୍ଥା ଦେଖି ତାଙ୍କର ଦୟାଭାବ ଆସିଥିଲା
অন্যান্য ভাষায় অনুবাদ :