অর্থ : ଉପରୁ ତଳଆଡକୁ ଆଣିବା କ୍ରିୟା
উদাহরণ :
କୁହୁଡି କାରଣରୁ ଉଡାଯାହାଜ ଅବତରଣରେ ସମସ୍ୟା ହୋଇଛି
সমার্থক : ଉଲ୍ଲାଇବା, ଲ୍ୟାଣ୍ଡିଙ୍ଗ
অন্যান্য ভাষায় অনুবাদ :
অর্থ : କୌଣସି ସ୍ଥାନରେ ବାୟୁଯାନ ଅବତରଣ କରିବାର ପ୍ରକ୍ରିୟା
উদাহরণ :
ଉଡ଼ାଜାହାଜଟି ଅବତରଣ କରିବାପାଇଁ ଚକ୍କର ମାରୁଛି
অন্যান্য ভাষায় অনুবাদ :
The act of coming down to the earth (or other surface).
The plane made a smooth landing.অর্থ : ଓହ୍ଲେଇବାର ମାଧ୍ୟମ
উদাহরণ :
ଘାଟି, ସିଡ଼ିଆଦି ଅବତରଣ ଯୋଗ୍ୟ
অন্যান্য ভাষায় অনুবাদ :
অর্থ : ଜୈନ ମତାନୁସାରେ ଶେଷ ସମୟରେ ଯେତେବେଳେ ରୂପାଦିର କ୍ରମଶଃ ହ୍ରାସ ଘଟେ
উদাহরণ :
ଜୈନ ମତାନୁସାରେ ଅବରୋହ କାଳରେ ମନୁଷ୍ୟ ନିକଟରେ ଆତ୍ମଶୁଦ୍ଧି ନିମନ୍ତେ ସମୟ ରହିବ ନାହିଁ
অন্যান্য ভাষায় অনুবাদ :