অর্থ : କୌଣସି ବସ୍ତୁ, ସ୍ଥାନଆଦିର ଭିତରକୁ ଯିବା ବା ପ୍ରବେଶ କରିବାର କ୍ରିୟା
উদাহরণ :
ଏଠାରେ ବାହାର ଲୋକମାନଙ୍କର ପ୍ରବେଶ ନିଷେଧ ସାହିତ୍ୟ କ୍ଷେତ୍ରରେ ତାର ପ୍ରବେଶ ହଠାତ ହେଲା
অন্যান্য ভাষায় অনুবাদ :
অর্থ : ପାଣିରେ ବୁଡି ଗାଧୋଉଥିବା ଲୋକ
উদাহরণ :
ଋଷି ପ୍ରାତଃକାଳୀନ ସ୍ନାନ ନିମନ୍ତେ ନଦୀକୁ ଯାଉଥିଲେ
অন্যান্য ভাষায় অনুবাদ :
Immersing the body in water or sunshine.
bathing