অর্থ : ଯାହା ଭୁଷୁଡ଼ିପଡ଼ିଛି ବା ଭାଙ୍ଗିଯାଇଛି
উদাহরণ :
ସେ ଭଙ୍ଗାଘରେ ଜୀବନ ଯାପନ କରିବା ନିମନ୍ତେ ବାଧ୍ୟ
সমার্থক : ଗଡ଼ିପଡ଼ିଥିବା, ଧରାଶାୟୀ, ଭଙ୍ଗା, ଭୁଷୁଡ଼ିପଡ଼ିଥିବା, ସ୍ଖଳିତ
অন্যান্য ভাষায় অনুবাদ :
অর্থ : ଯାହାର ଅବକ୍ଷପଣ ହୋଇଛି
উদাহরণ :
ଚୂନ ପାଣିରେ କାର୍ବନ ଡାଇ ଅକ୍ସାଇଡ୍ ଗ୍ୟାସ ପ୍ରବାହିତ କରିବାଦ୍ବାରା ଅବକ୍ଷିପ୍ତ କ୍ୟାଲସିୟମ କାର୍ବନେଟ ପାଣିରେ ଭାସେ
অন্যান্য ভাষায় অনুবাদ :
जिसका अवक्षेपण हुआ हो।
चूने के पानी में कार्बन डाई ऑक्साइड गैस प्रवाहित करने से अवक्षिप्त कैल्शियम कार्बोनेट पानी में तैरने लगता है।