অর্থ : କାମ ବନ୍ଦ ହେବାର ସେହି ଦିନ, ଯେଉଁଦିନ ନିୟମିତ ରୂପରେ ଲୋକେ କାମରେ ଉପସ୍ଥିତ ରହନ୍ତି ନାହିଁ
উদাহরণ :
ଭାରତ ସରକାର ରବିବାର ଦିନକୁ ଛୁଟି ଘୋଷିତ କରିଛନ୍ତି
সমার্থক : ଛୁଟି
অন্যান্য ভাষায় অনুবাদ :
অর্থ : ଆରାମର ସମୟ
উদাহরণ :
ଆପଣ ମୋ ସହିତ ଫୁରସତ୍ ବେଳେ ମିଶନ୍ତୁ
সমার্থক : କାର୍ଯ୍ୟାବକାଶ, ଫୁରସତ୍, ବିରାମ ସମୟ, ବିଶ୍ରାମ ସମୟ
অন্যান্য ভাষায় অনুবাদ :
অর্থ : କୌଣସି ବିଶିଷ୍ଟ ସମୟ
উদাহরণ :
ଏଠାରେ ପ୍ରତିବର୍ଷ ବିଜୟାଦଶମୀ ଅବସରରେ ରାମ ଲୀଳାର ଆୟୋଜନ କରାଯାଏ
সমার্থক : ଅବସର
অন্যান্য ভাষায় অনুবাদ :
অর্থ : ଗୋଟିଏ ପ୍ରକାରର ଛନ୍ଦ
উদাহরণ :
ଅବକାଶର ଏକ ଉତ୍ତମ ଉଦାହରଣ ହେଉଛି ଏହି କାବ୍ୟ ରଚନା
সমার্থক : ଅବକାଶ ଛନ୍ଦ
অন্যান্য ভাষায় অনুবাদ :
অর্থ : ଫାଲୁତ ଅବା ଅତିରିକ୍ତ ସମୟ
উদাহরণ :
କେଉଁଠାକୁ ଯିବା-ଆସିବା ପାଇଁ ମୋ ପାଖରେ ଅବକାଶ କାଇଁ
সমার্থক : ଅତିରିକ୍ତ ସମୟ, ଫାଲୁତ ସମୟ, ବଳକା ସମୟ
অন্যান্য ভাষায় অনুবাদ :