অর্থ : ଅପ୍ରସନ୍ନ ହେବାର ଅବସ୍ଥା ବା ଭାବ
উদাহরণ :
ଶେଷରେ ! ଆପଣଙ୍କ ଅରାଜିର କାରଣ କଣ?
সমার্থক : ଅରାଜି, ଅସନ୍ତୁଷ୍ଟତା, କ୍ଷୁଣ୍ଣତା, ରୁଷ୍ଟତା
অন্যান্য ভাষায় অনুবাদ :
The feeling of being displeased or annoyed or dissatisfied with someone or something.
displeasureঅর্থ : ଉଦାସ ହେବା ବା କୌଣସି କାମରେ ମନ ନଲାଗିବାର ଅବସ୍ଥା ବା ଭାବ
উদাহরণ :
ସେ ଭାରି ଉଦାସ ଦେଖାଯାଉଛି
সমার্থক : ଅନ୍ୟମନସ୍କତା, ଅସନ୍ତୁଷ୍ଟି, ଉଦାସ, ଉଦାସତା, ଉଦାସୀନତା
অন্যান্য ভাষায় অনুবাদ :
उदास होने की अवस्था या भाव।
उसके चेहरे पर उदासी छायी हुई थी।অর্থ : ବିମୁଖ ହେବାର ଅବସ୍ଥା ବା ଭାବ
উদাহরণ :
ପରିବାର ପ୍ରତି ତାଙ୍କର ବିମୁଖତା ଚିନ୍ତାର ବିଷୟ
সমার্থক : ପ୍ରତିକୂଳତା, ବିମୁଖତା, ସ୍ପୃହାହୀନତା
অন্যান্য ভাষায় অনুবাদ :
The trait of lacking enthusiasm for or interest in things generally.
apathy, indifference, numbness, spiritlessness