অর্থ : କୌଣସି କାମ କରିବା ବା ନକରିବା ବିଷୟରେ ଜ୍ଞାନ ନରହିବାର ଅବସ୍ଥା
উদাহরণ :
ରାଜା ଅପ୍ରତିପତ୍ତିର ନିବାରଣ ପାଇଁ ମନ୍ତ୍ରୀଙ୍କ ପାଖକୁ ଗଲେ
অন্যান্য ভাষায় অনুবাদ :
क्या करना है इसका ज्ञान न होने की अवस्था।
राजा अप्रतिपत्ति के निवारण हेतु मंत्री के पास गए।অর্থ : ପ୍ରକୃତ ଅର୍ଥ ବୁଝିବାର ଅକ୍ଷମତା
উদাহরণ :
ଏହି ଗ୍ରନ୍ଥକୁ ନ ବୁଝିପାରିବାର କାରଣ ହେଉଛି ଅପ୍ରତିପତ୍ତି
অন্যান্য ভাষায় অনুবাদ :