সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଯେଉଁ ବ୍ୟକ୍ତିର କୌଣସି ବିଶେଷ କ୍ଷେତ୍ରରେ ଜ୍ଞାନ, ଅନୁଭବ ଆଦି କମ ଥାଏ
উদাহরণ : ବିଜ୍ଞାନ କ୍ଷେତ୍ରରେ ଆଜି ବି ଆପଣ ଅନଭିଜ୍ଞ
সমার্থক : ଅନଭିଜ୍ଞ
অন্যান্য ভাষায় অনুবাদ :हिन्दी
वह व्यक्ति जिसे किसी विशेष क्षेत्र में ज्ञान, अनुभव आदि की कमी हो।
অর্থ : ଯାହା କମ୍ ପାଚିଛି
উদাহরণ : ରାମ ଦରପାଚିଲା ଆମ୍ବ ଖାଉଛି
সমার্থক : ଅଧାକଞ୍ଚା, ଅଧାପାଚିଲା, ଦରପାଚିଲା
অন্যান্য ভাষায় অনুবাদ :हिन्दी English
जो कम पका हुआ हो।
Insufficiently cooked.
অর্থ : ଯାହା ପାଚି ନାହିଁ
উদাহরণ : ଶ୍ୟାମ କଞ୍ଚାଫଳ ଖାଉଛି
সমার্থক : ଅପକ୍ୱ, କଞ୍ଚା
जो पका हुआ न हो।
অর্থ : ଯାହାକୁ ଚୁଲିରେ ରୋଷେଇ କରିଥିଲେ ମଧ୍ୟ ଠିକ ଭାବରେ ସିଝି ନ ଥାଏ
উদাহরণ : ଆଜି ତରବର ଯୋଗୁଁ ତରକାରି ଦରସିଝା ରହିଗଲା
সমার্থক : ଅଧାସିଝା, ଅପକ୍ୱ, କଞ୍ଚା, ଦରସିଝା
जो आँच पर पकाने के बाद भी ठीक से न पका या गला हो।
অর্থ : ଯାହା ସମ୍ପୂର୍ଣ୍ଣରୂପେ ବିକଶିତ ହୋଇନାହିଁ
উদাহরণ : ଅପରିପକ୍ୱ ବ୍ୟକ୍ତି, ପରିପକ୍ୱ ବ୍ୟକ୍ତି ଉପରେ ନିର୍ଭର କରେ
जो पूरी तरह से विकसित न हो।
Being in the earliest stages of development.
ইনস্টল