অর্থ : ଯେ ପରାଜିତ ହୋଇନାହିଁ ବା ଯାହାଙ୍କୁ ହରାଇ ଦିଆଯାଇନାହିଁ
উদাহরণ :
ଏହି ଖେଳରେ ଦୁଇଟି ଯାକ ଦଳ ଅପରାଜିତ ଅଛନ୍ତି ଏବଂ ଖେଳ ଅମୀମାଂସିତ ରହିଛି
অন্যান্য ভাষায় অনুবাদ :
অর্থ : ଯେ ବିତର୍କରେ ନିରୁତ୍ତର ହୁଏ ନାହିଁ, ଏବଂ ଏଥିପାଇଁ ହାରେ ନାହିଁ
উদাহরণ :
ଗାର୍ଗୀ ରାଜା ଜନକଙ୍କ ଦରବାରରେ ଅପରାଜିତ ଯାଜ୍ଞବଳ୍କଙ୍କ ସହ ଶାସ୍ତ୍ରାର୍ଥ କରିଥିଲେ
সমার্থক : ଅଜିତ
অন্যান্য ভাষায় অনুবাদ :
जो वाद में निरुत्तर न हुआ हो,और इसीलिए हारा न हो।
गार्गी ने राजा जनक के दरबार में अहीनवादी याज्ञवल्क्य से शास्त्रार्थ किया था।