অর্থ : ଏଭଳି କଥା ବା କାମ କରିବା ଯାହାଦ୍ୱାରା କାହାରି ସମ୍ମ୍ମାନ ବା ପ୍ରତିଷ୍ଠା କମିଯାଏ
উদাহরণ :
ସେ ମୋତେ ସମସ୍ତଙ୍କ ସାମ୍ନାରେ ଅପମାନିତ କଲା
সমার্থক : ଅପମାନିତ କରିବା, ତିରସ୍କାର କରିବା
অন্যান্য ভাষায় অনুবাদ :
ऐसी बात या काम करना जिससे किसी का मान या प्रतिष्ठा कम हो।
उसने मुझे सब के सामने अपमानित किया।