সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଖରାପ ବସ୍ତୁର ସଂସର୍ଗ
উদাহরণ : ଛୁଆଁରୁ ଦୂରେଇ ରହିବା ଉଚିତ
সমার্থক : ଛୁଆଁ, ଛୁତି
অন্যান্য ভাষায় অনুবাদ :हिन्दी
गंदी वस्तु का संसर्ग।
অর্থ : ଯିଏ ଧର୍ମ ଅନୁସାରେ ପବିତ୍ର ନୁହେଁ
উদাহরণ : ହିନ୍ଦୁଧର୍ମର ବ୍ୟବସ୍ଥା ଅନୁସାରେ କୌଣସି ବି ଅପବିତ୍ର ସ୍ଥାନରେ ଗଙ୍ଗାଜଳ ଛିଞ୍ଚିଲେ ତାହା ପବିତ୍ର ହୋଇଯାଏ
সমার্থক : ଅଶୁଦ୍ଧ, ଅଶୌଚ, ଅସୂଚି, ଦୂଷିତ
অন্যান্য ভাষায় অনুবাদ :हिन्दी English
जो धर्मानुसार पवित्र न हो।
Not holy because unconsecrated or impure or defiled.
অর্থ : ଧର୍ମାନୁସାରେ ଅପବିତ୍ର ହେବାର ଅବସ୍ଥା ବା ଭାବ
উদাহরণ : ସେ ଶାରୀରିକ ଅଶୁଚି ଦୂର କରିବାପାଇଁ କିଛି ଧାର୍ମିକ କର୍ମ କରୁଛନ୍ତି
সমার্থক : ଅଶୁଚି, ଅଶୁଦ୍ଧ, ଅଶୌଚ
ইনস্টল