অর্থ : ଦେଶ ଭିତରେ ଡାକଦ୍ୱାରା ପଠାଯାଉଥିବା ନୀଳ ପତ୍ର ଯେଉଁଥିରେ ଡାକ ଟିକଟ ଅଲଗାଭାବରେ ଲଗାଇବାର ଆବଶ୍ୟକତା ପଡେନାହିଁ
উদাহরণ :
ଅନ୍ତର୍ଦେଶୀୟ ପତ୍ର ଭିତରେ କୌଣସି ବସ୍ତୁ ରଖିକରି ପଠାଇବା ଉଚିତ ନାହିଁ
সমার্থক : ଅନ୍ତର୍ଦେଶୀୟ ପତ୍ର
অন্যান্য ভাষায় অনুবাদ :
देश के अन्दर डाक द्वारा भेजा जाने वाला वह नीला पत्र जिसमें डाक टिकट अलग से लगाने की ज़रूरत नहीं पड़ती।
अंतर्देशी के अन्दर कोई वस्तु रखकर नहीं भेजना चाहिए।