অর্থ : ରାଜ୍ୟ କାର୍ଯ୍ୟର ପ୍ରବନ୍ଧ ଓ ସଞ୍ଚାଳନ
উদাহরণ :
ଆଜିକାଲି ଦେଶର ଶାସନ ଭ୍ରଷ୍ଟାଚାରିଙ୍କ ହାତରେ ରହିଛି
সমার্থক : ପ୍ରଶାସନ, ଶାସନ, ଶାସନବ୍ୟବସ୍ଥା
অন্যান্য ভাষায় অনুবাদ :
राज्य के कार्यों का प्रबंध और संचालन।
आजकल देश का शासन भ्रष्टाचारियों के हाथ में है।অর্থ : ମହାଭାରତର ଗୋଟିଏ ପର୍ବ
উদাহরণ :
ଆଜି କଥାକାର ଅନୁଶାସନ ପର୍ବର ବ୍ୟାଖ୍ୟା କରିବାକୁ ଯାଉଛନ୍ତି
সমার্থক : ଅନୁଶାସନ ପର୍ବ
অন্যান্য ভাষায় অনুবাদ :
অর্থ : ସେହି ନିୟମ ଯାହା କୌଣସି ସଂସ୍ଥା ବା ଗୋଷ୍ଠୀର ସଦସ୍ୟମାନଙ୍କୁ ନିୟମ ପୂର୍ବକ ଯଥାର୍ଥ ଆଚରଣ ବା କାର୍ଯ୍ୟ କରିବାକୁ ବାଧ୍ୟ କରେ
উদাহরণ :
ଅନୁଶାସନ ଦେଶକୁ ମହାନ୍ କରେ
সমার্থক : ନିୟମପାଳନ
অন্যান্য ভাষায় অনুবাদ :