অর্থ : ଯାହା ଦିଗ୍ବଳୟ ଠାରୁ ସମାନ ଦୂରତ୍ୱରେ ଅଛି
উদাহরণ :
ଦିଗ୍ବଳୟ ରେଖା ଏବଂ ଲମ୍ବରେଖାର ମିଳନ ବିନ୍ଦୁ ଠାରେ ନବେ ଡିଗ୍ରୀର କୋଣ ତିଆରି ହୁଏ
অন্যান্য ভাষায় অনুবাদ :
অর্থ : ଯାହା ଦିଗନ୍ତ ସହ ସମାନ୍ତର
উদাহরণ :
ଗଣ୍ଡିକୁ ଆନୁଭୂମିକ ଭାବେ କାଟି ତାର ଆଭ୍ୟନ୍ତରୀଣ ସରଞ୍ଚନା ଦେଖିବାପାଇଁ ସଙ୍ଗୀତା ତାକୁ ମାଇକ୍ରୋସ୍କୋପ ଯନ୍ତ୍ର ଉପରେ ରଖିଲା
সমার্থক : ଆନୁଭୂମିକ