অর্থ : ନମ୍ରତାପୂର୍ବକ କାହାକୁ କିଛି କହିବା
উদাহরণ :
ମୁଁ ଆପଣଙ୍କୁ ନିବେଦନ କରୁଛି ଯେ ମୋତେ ଘରକୁ ଯିବାକୁ ଦିଅନ୍ତୁ
সমার্থক : ଅନୁରୋଧ କରିବା, ନିବେଦନ କରିବା, ପ୍ରାର୍ଥନା କରିବା, ବିନତୀ କରିବା, ବିନୟ କରିବା
অন্যান্য ভাষায় অনুবাদ :
नम्रतापूर्वक किसी से कुछ कहना।
मैं आपसे यह निवेदन करता हूँ कि मुझे घर जाने दीजिए।