সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ନିଜ ଭୁଲ୍ ଅନୁଭୂତ ହେଲାପରେ ମନକୁ ଆସୁଥିବା ଖେଦ ବା ଗ୍ଲାନି
উদাহরণ : ମୋର ଅବଶୋଷ ହେଲା ଯେ ମୁଁ ବାପାଙ୍କ କଥା ମାନିଲି ନାହିଁ ସେ ନିଜ କର୍ମପାଇଁ ପଶ୍ଚାତାପ କରିବା ଉଚିତ୍
সমার্থক : ଅନୁଶୋଚନା, ଅବଶୋଷ, ପଶ୍ଚାତାପ, ମନସ୍ତାପ
অন্যান্য ভাষায় অনুবাদ :हिन्दी English
अपनी गलती का एहसास होने पर मन में होने वाला दुःख।
A feeling of deep regret (usually for some misdeed).
অর্থ : କୌଣସି ଉଚିତ, ଆବଶ୍ୟକ ବା ପ୍ରିୟ କଥା ହୋଇ ନପାରିବାରୁ ମନରେ ହେଉଥିବା ଦୁଃଖ
উদাহরণ : ମୋର ଦୁଃଖ ଯେ ମୁଁ ଆପଣଙ୍କ କାମ ଠିକ୍ ସମୟରେ କରିପାରିଲି ନାହିଁ
সমার্থক : ଅବଶୋଷ, କ୍ଷୋଭ, ଖେଦ, ଗ୍ଲାନି, ଦୁଃଖ
किसी उचित, आवश्यक या प्रिय बात के न होने पर मन में होनेवाला दुख।
ইনস্টল