অর্থ : କାହା ପଛରେ ଲାଗି ରହିବା କ୍ରିୟା
উদাহরণ :
ପୋଲିସ ଚୋରର ପିଛାକରି ତାକୁ ଧରିଲା
সমার্থক : ପିଛା
অন্যান্য ভাষায় অনুবাদ :
অর্থ : ଦେଖାଦେଖିରେ କରାଯାଉଥିବା କାର୍ଯ୍ୟ
উদাহরণ :
ଭଲ ଲୋକଙ୍କ ଅନୁକରଣ କରିବା ଉଚିତ୍
অন্যান্য ভাষায় অনুবাদ :
The act of imitating the behavior of some situation or some process by means of something suitably analogous (especially for the purpose of study or personnel training).
simulationঅর্থ : ମୃତ ପତି ସହିତ ବିଧବାର ସତୀ ହେବାର କ୍ରିୟା
উদাহরণ :
ଆଜି ବି କେତେକ ସ୍ଥାନରେ ସ୍ତ୍ରୀମାନଙ୍କୁ ଅନୁଗମନ ନିମନ୍ତେ ବାଧ୍ୟ କରା ଯାଉଛି
অন্যান্য ভাষায় অনুবাদ :
The act of a Hindu widow willingly cremating herself on the funeral pyre of her dead husband.
suttee