অর্থ : ଯିଏ ଅନ୍ୟକୁ ଅନୁକରଣ କରେ
উদাহরণ :
ନେତାଙ୍କର ଅନୁକରଣକାରୀ ସମସ୍ତଙ୍କୁ ପ୍ରଭାବିତ କଲେ
সমার্থক : ଅନୁକରଣକର୍ତ୍ତା, ଅନୁକର୍ତ୍ତା, ଅନୁସରଣକାରୀ
অন্যান্য ভাষায় অনুবাদ :
वह जो अनुकरण करता हो।
नेता के अनुकर्त्ता ने सबको प्रभावित किया।অর্থ : ଯେ ଶବ୍ଦ, ବାକ୍ୟ ଆଦିର ଅବିକଳ ନକଲ କରେ
উদাহরণ :
ନିରୀକ୍ଷକ ନକଲକାରୀକୁ ପରୀକ୍ଷା କକ୍ଷରୁ ବାହାର କରିଦେଲେ
সমার্থক : ନକଲକାରୀ
অন্যান্য ভাষায় অনুবাদ :
অর্থ : କାହାର ସମାନ ଆଚରଣ କରିବା ବ୍ୟକ୍ତି
উদাহরণ :
ଏଠାରେ ଅନୁକରଣକାରୀ ଲୋକଙ୍କର କେଉଁଠାରେ ଅଭାବ
অন্যান্য ভাষায় অনুবাদ :
Going or proceeding or coming after in the same direction.
The crowd of following cars made the occasion seem like a parade.অর্থ : ଯେ କାହାରି ହାବଭାବ ଓ କଥାବାର୍ତ୍ତାକୁ ନକଲ କରେ
উদাহরণ :
ମାଙ୍କଡ଼ ବହୁତ ନକଲକାରୀ
সমার্থক : ନକଲକାରୀ
অন্যান্য ভাষায় অনুবাদ :
অর্থ : ଅନୁକରଣ କରୁଥିବା ବ୍ୟକ୍ତି
উদাহরণ :
ପିଲାମାନେ ବଡ଼ଲୋକଙ୍କ ଅନୁକରଣକାରୀ ହୁଅନ୍ତି
সমার্থক : ଅନୁସରଣକାରୀ
অন্যান্য ভাষায় অনুবাদ :
अनुकरण करने वाला।
बच्चे बड़ों के अनुकर्त्ता होते हैं।