অর্থ : ଯେଉଁ ବ୍ୟକ୍ତିକୁ ପାଳନପୋଷଣ କରିବାପାଇଁ କେହି ନ ଥାନ୍ତି
উদাহরণ :
ଏଠାରେ ଅନାଥମାନଙ୍କୁ ଶରଣ ଦିଆଯାଏ
অন্যান্য ভাষায় অনুবাদ :
Someone or something who lacks support or care or supervision.
orphanঅর্থ : ଯାହାର କେହି ସାହାରା ନାହାନ୍ତି
উদাহরণ :
ସୁରେନ୍ଦ୍ରବାବୁ ଅସହାୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିଆସୁଛନ୍ତି
সমার্থক : ଅବଲମ୍ବନହୀନ, ଅସହାୟ, ନିଃସହାୟ
অন্যান্য ভাষায় অনুবাদ :
Lacking help.
unassistedঅর্থ : ଯାହାର ଦାୟିତ୍ୱ ନେବାକୁ କେହି ନାହାନ୍ତି
উদাহরণ :
ଅନାଥ ବ୍ୟକ୍ତିଟି ଆଶ୍ରୟ ପାଇଁ ଏଣେ ତେଣେ ବୁଲୁଥିଲା
সমার্থক : ବେସାହାରା
অন্যান্য ভাষায় অনুবাদ :
Having no lord or master.
Harsh punishments for sturdy vagabonds and masterless men.অর্থ : ଯାହାର କେହି ମାଲିକ ନାହିଁ(ଜନ୍ତୁ)
উদাহরণ :
ବାରବୁଲା କୁକୁରଙ୍କୁ ଖାସୁ କରାଗଲା
সমার্থক : ବାରବୁଲା
অন্যান্য ভাষায় অনুবাদ :
অর্থ : ଯାହାର କେହି ପାଳନ-ପୋଷଣକାରୀ ନାହାନ୍ତି
উদাহরণ :
ଶ୍ୟାମ ନିଜର ସାରା ଜୀବନ ଅନାଥ ଶିଶୁଙ୍କ ପାଳନପୋଷଣରେ ବିତାଇଦେଲା
সমার্থক : ଅସହାୟ, ଆଶ୍ରୟହୀନ, ଛେଉଁଣ୍ଡ, ପିତୃମାତୃହୀନ
অন্যান্য ভাষায় অনুবাদ :