অর্থ : ଖରାପ ବା ଅନୁଚିତ ବ୍ୟବହାର
উদাহরণ :
କାହା ସହିତ କୁ-ବ୍ୟବହାର କରନାହିଁ
সমার্থক : ଅସଦବ୍ୟବହାର, ଅସଦାଚାର, ଅସଦାଚାରଣ, ଅସାଧୁ ଆଚରଣ, ଅସାଧୁ ବ୍ୟବହାର, କୁ-ଆଚରଣ, କୁ-ବ୍ୟବହାର, ଦୁରାଚାର, ଦୁର୍ବ୍ୟବହାର, ମନ୍ଦ ଆଚରଣ, ହୀନ ଆଚରଣ, ହୀନ ବ୍ୟବହାର
অন্যান্য ভাষায় অনুবাদ :
The practice of treating (someone or something) badly.
He should be punished for his mistreatment of his mother.অর্থ : ଅନ୍ୟସହିତ ବଳପୂର୍ବକ କରାଯାଉଥିବା ଅନୁଚିତ କିମ୍ବା କଷ୍ଟଦାୟକ ବ୍ୟବହାର
উদাহরণ :
ଭାରତୀୟମାନଙ୍କ ଉପରେ ଇଂରେଜମାନେ ବହୁତ ଅତ୍ୟାଚାର କରିଥିଲେ
সমার্থক : ଅତ୍ୟାଚାର, ଅନ୍ୟାୟ, ଜୁଲୁମ୍
অন্যান্য ভাষায় অনুবাদ :
दूसरों के साथ बलपूर्वक किया जानेवाला वह अनुचित व्यवहार जिससे उन्हें बहुत कष्ट हो।
भारतीय जनता पर अँग्रेज़ों ने बहुत ही अत्याचार किए।Cruel or inhumane treatment.
The child showed signs of physical abuse.