অর্থ : ଦୃଢ଼ତାପୂର୍ବକ ତଥା ନିରନ୍ତର କୌଣସି କାମରେ ଲାଗି ରହିବାର କ୍ରିୟା
উদাহরণ :
ଏକଲବ୍ୟ ଅଧ୍ୟବସାୟଦ୍ୱାରା ଧନୁର୍ବିଦ୍ୟାରେ ଅତ୍ୟଧିକ ନିପୁଣ ହୋଇଯାଇଥିଲା
অন্যান্য ভাষায় অনুবাদ :
Persevering determination to perform a task.
His diligence won him quick promotions.অর্থ : କୌଣସି କାର୍ଯ୍ୟ ସିଦ୍ଧକରିବାପାଇଁ କରାଯାଉଥିବା କଠିନ ପରିଶ୍ରମ
উদাহরণ :
ଅର୍ଜୁନଙ୍କ ସାଧନା ତାଙ୍କୁ ଜଣେ ବଡ଼ ଧନୁର୍ଦ୍ଧର କରିଥିଲ
সমার্থক : ଅଭ୍ୟାସ, ତପସ୍ୟା, ତାଲିମ୍, ପ୍ରଯତ୍ନ, ବିହିତ ପ୍ରକ୍ରିୟା, ବ୍ରତ, ସାଧନା
অন্যান্য ভাষায় অনুবাদ :
Persevering determination to perform a task.
His diligence won him quick promotions.