অর্থ : ଯାହାର ସ୍ଥାପନା କରାଯାଇଛି
উদাহরণ :
ଏହି ବିଦ୍ୟାଳୟ ମୋର ଜେଜେବାପାଙ୍କଦ୍ୱାରା ସ୍ଥାପିତ ହୋଇଛି
সমার্থক : ଅଧିଷ୍ଠାପିତ, ସଂସ୍ଥାପିତ, ସ୍ଥାପିତ
অন্যান্য ভাষায় অনুবাদ :
অর্থ : କୌଣସି ବିଶେଷ ସ୍ଥାନ ବା ସ୍ଥିତିରେ ସ୍ଥିରଥିବା ବା ଦୀର୍ଘଦିନଧରି ଥିବା
উদাহরণ :
ଭାରତର ଉତ୍ତରରେ ହିମାଳୟ ଅବସ୍ଥିତ
অন্যান্য ভাষায় অনুবাদ :