অর্থ : ଯାହାକୁ ଅଧିକାର ମିଳିଛି
উদাহরণ :
ସରକାରଙ୍କ ପ୍ରାଧିକୃତ ନୀତିକୁ କାର୍ଯ୍ୟକାରୀ କରାଯିବା ଆବଶ୍ୟକ
সমার্থক : କ୍ଷମତାପ୍ରାପ୍ତ, ପ୍ରାଧିକୃତ
অন্যান্য ভাষায় অনুবাদ :
Sanctioned by established authority.
An authoritative communique.অর্থ : ଯାହାକୁ ଅଧିଗ୍ରହଣ କରାଯାଇଛି
উদাহরণ :
ସରକାର ଅଧିଗୃହୀତ ଜମି ଫେରସ୍ତ ଦେବାପାଇଁ କହିଛନ୍ତି
সমার্থক : ଅଧିଗୃହୀତ
অন্যান্য ভাষায় অনুবাদ :
অর্থ : ଯାହାକୁ କୌଣସି କାମ କରିବାର ଅଧିକାର ବା ସତ୍ତ୍ୱ୍ ଦିଆଯାଇଛି
উদাহরণ :
ଏହି କାମ କରିବାପାଇଁ ପ୍ରବନ୍ଧକ ମୋତେ ଅଧିକାରଭୁକ୍ତ କରିଛନ୍ତି
সমার্থক : ଅଧିକାରଭୁକ୍ତ
অন্যান্য ভাষায় অনুবাদ :
Given official approval to act.
An accredited college.