অর্থ : ଯାହାଙ୍କୁ କିଛି ବିଶେଷ ଯୋଗ୍ୟତା ବା କ୍ଷମତା ମିଳିଛି
উদাহরণ :
ଏମାନଙ୍କ ମଧ୍ୟରୁ କେହି ବି ଏହି ଚାକିରିର ଅଧିକାରୀ ନୁହନ୍ତି
অন্যান্য ভাষায় অনুবাদ :
वह जिसे कोई विशेष योग्यता या क्षमता प्राप्त हो।
इस नौकरी का अधिकारी इनमें से कोई भी नहीं है।অর্থ : ଉପଯୁକ୍ତ ପାତ୍ର
উদাহরণ :
ମାତାପିତାଙ୍କ ଚିତାକୁ ନିଆଁ ଦେବାର ପ୍ରଥମ ଅଧିକାରୀ ସେମାନଙ୍କ ପୁଅ ହୋଇଥାଏ
অন্যান্য ভাষায় অনুবাদ :
অর্থ : ଯାହାର କୌଣସି ବସ୍ତୁଆଦି ଉପରେ ସମ୍ପୂର୍ଣ୍ଣ ବା ସବୁ ପ୍ରକାରେ ଅଧିକାର ଥାଏ
উদাহরণ :
ମାଲିକ ଚାକର ଉପରେ ବିଗୁଡ଼ୁଥିଲେ
অন্যান্য ভাষায় অনুবাদ :
অর্থ : କୌଣସି ଉଚ୍ଚ ପଦରେ କାର୍ଯ୍ୟରତ କର୍ମଚାରୀ
উদাহরণ :
ଶ୍ୟାମର ବାପା ସୈନ୍ୟ ବିଭାଗରେ ଜଣେ ବହୁତ ବଡ଼ ଅଧିକାରୀ ଅଛନ୍ତି
অন্যান্য ভাষায় অনুবাদ :
Someone who is appointed or elected to an office and who holds a position of trust.
He is an officer of the court.অর্থ : ଯାହାକୁ ଅଧିକାର ଦିଆଯାଇଛି କିମ୍ବା ଯାହାଙ୍କର କିଛି କରିବା ବା ପାଇବାର ଅଧିକାର ଅଛି
উদাহরণ :
ଜେଜେମା’ଙ୍କ ଇଚ୍ଛାପତ୍ର ଅନୁସାରେ ରାମ ମଧ୍ୟ ଏହି ଘରେ ରହିବାର ଅଧିକାରୀ
সমার্থক : ଅଧିକାର ପ୍ରାପ୍ତ, ଅଧିକାର ଯୁକ୍ତ, ହକଦାର
অন্যান্য ভাষায় অনুবাদ :
जिसे अधिकार दिया गया हो या जिसे कुछ करने या पाने का अधिकार हो।
दादी की वसीयत के अनुसार राम भी इस घर में रहने का अधिकारी है।Having authority or ascendancy or influence.
An important official.