অর্থ : କୌଣସି କଥା ବା କାର୍ଯ୍ୟରେ ବହୁତ ଖୁସି ହେବା
উদাহরণ :
ରାମଚନ୍ଦ୍ର ଅଯୋଧ୍ୟା ଫେରିବା ଖବର ଶୁଣି ପ୍ରଜାଗଣ ଖୁସିରେ ନାଚିବାରେ ଲାଗିଲେ
সমার্থক : ଖୁସିରେ କୁରୁଳିବା, ଖୁସିରେ ନାଚିବା
অন্যান্য ভাষায় অনুবাদ :
किसी बात या कार्य से बहुत खुश होना।
रामजी के अयोध्या लौटने की ख़बर सुनकर पूरी प्रजा खुशी से नाचने लगी।