অর্থ : ଯାହା ଟଳିବ ନାହିଁ, ନିଶ୍ଚୟ ହିଁ ଘଟିବ
উদাহরণ :
ଜନ୍ମ ନେଉଥିବା ସବୁ ଜୀବର ମୃତ୍ୟୁ ଅବଶ୍ୟମ୍ଭାବୀ
সমার্থক : ଅନିବାର୍ଯ୍ୟ, ଅବଶ୍ୟମ୍ଭାବୀ, ନିଶ୍ଚିତ
অন্যান্য ভাষায় অনুবাদ :
অর্থ : ଯେ ନିଷ୍ପତ୍ତି ବଦଳାଏ ନାହିଁ
উদাহরণ :
ଭୀଷ୍ମ ପିତାମହ ବିବାହ ନକରିବାକୁ ଦୃଢ଼ ପ୍ରତିଜ୍ଞା କରିଥିଲେ ସେ ନିଜ ନିଷ୍ପତ୍ତି ଉପରେ ଅଟଳ ରହିଲେ
অন্যান্য ভাষায় অনুবাদ :