সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଅଟକିବା କାମ ଅନ୍ୟ କାହାଦ୍ୱାରା କରାଇବା
উদাহরণ : ଚୌକିଦାର କାରଟିକୁ ବଙ୍ଗଳା ବାହାରେ ହିଁ ଅଟକାଇଲା
সমার্থক : ଅଟକାଇବା, ରୋକାଇବା, ରୋକେଇବା
অন্যান্য ভাষায় অনুবাদ :हिन्दी
रुकने का काम दूसरे से कराना।
অর্থ : ରୋକିବା ବା ବାଧାଦେବା
উদাহরণ : ଡକାୟତମାନେ ମାର୍ଗ ଅବରୋଧ କଲେ
সমার্থক : ଅବରୋଧକରିବା, ପ୍ରତିରୋଧକରିବା, ବନ୍ଦକରିବା, ରୋକିବା, ରୋଧକରିବା
অন্যান্য ভাষায় অনুবাদ :हिन्दी English
अड़चन या बाधा डालना।
Stop from happening or developing.
অর্থ : ପଡ଼ିବାରୁ ବଞ୍ଚେଇବା
উদাহরণ : ତିନି ମହଲାରୁ ଖସିପଡ଼ୁଥିବା ପିଲାଟିକୁ ଜଣେ ଯୁବକ ଆଗକୁ ଯାଇ ଧରିଲେ
সমার্থক : ଧରିବା, ରଖିବା, ସମ୍ଭାଳିବା
गिरने पड़ने से बचाना।
ইনস্টল