অর্থ : ଗୋଟିଏ ହାତ ଓ ଅଙ୍ଗୁଳିକୁ ଟେଢ଼ା କରି ତିଆରି କରାଯାଇଥିବା ଖାଲ ଯେଉଁଥିରେ ଭର୍ତ୍ତିକରି କିଛି ଦିଆ ବା ନିଆଯାଏ
উদাহরণ :
ସେ ପୋଷରେ ପଞ୍ଚାମୃତ ନେଲା
অন্যান্য ভাষায় অনুবাদ :
অর্থ : ଦୁଇ ହାତକୁ ମିଶାଇ ତେଢ଼ା କଲେ ହେଉଥିବା ଖାଲ ଯେଉଁଥିରେ କିଛି ନିଆଯାଇପାରିବ ବା ଦିଆଯାଇପାରିବ
উদাহরণ :
ସେ ଆଞ୍ଜୁଳାରେ ଫୁଲନେଇ ଭଗବାନଙ୍କ ଉପରେ ଚଢ଼ାଇଲା
অন্যান্য ভাষায় অনুবাদ :