অর্থ : ଗୁପ୍ତ ରୂପରେ ରଖୁଥିବା ଲୋକ
উদাহরণ :
ଅଜ୍ଞାତ ବ୍ୟକ୍ତିକୁ ଚିହ୍ନତ କରାଗଲା
অন্যান্য ভাষায় অনুবাদ :
With your identity concealed.
incognitoঅর্থ : ଯେ ଲୁଚି ରହିଛି
উদাহরণ :
ସେ ଏହି ମାମଲା ସମ୍ବନ୍ଧିତ ଏକ ଗୁପ୍ତ କଥା କହିଲେ
সমার্থক : ଅପ୍ରକାଶ, ଗୁପ୍ତ, ଲୁଚାଛପା
অন্যান্য ভাষায় অনুবাদ :
जो छिपा हुआ हो।
उसने इस मामले से संबंधित एक गुप्त बात बताई।অর্থ : ଯାହା ଜ୍ଞାତ ବା ଜଣା ନୁହେଁ
উদাহরণ :
ଏହା ମୋ ପାଇଁ ଅଜ୍ଞାତ ବିଷୟ ପ୍ରତ୍ୟେକ ଦିନ କୌଣସି ଅଜଣା ବ୍ୟକ୍ତି ତାକୁ ଫୋନ୍ରେ ଧମକ ଦେଉଛି
অন্যান্য ভাষায় অনুবাদ :
অর্থ : ଯିଏ ପରିଚିତ ନୁହେଁ
উদাহরণ :
ଯାତ୍ରା କରୁଥିବା ସମୟରେ କୌଣସି ଅପରିଚିତ ବ୍ୟକ୍ତି ଠାରୁ କିଛି ବି ଖାଦ୍ୟବସ୍ତୁ ନନେବା ଉଚିତ୍
অন্যান্য ভাষায় অনুবাদ :
Unaware because of a lack of relevant information or knowledge.
He was completely ignorant of the circumstances.