অর্থ : କୌଣସି ବସ୍ତୁ କିମ୍ବା କଥାଆଦି ଉପରେ ବିଚାର ନକରିବାର ଅବସ୍ଥା ବା କ୍ରିୟା
উদাহরণ :
ଅବିଚାରରୁ ମନୁଷ୍ୟ କଠିନତାରେ ଫସିଯାଏ
সমার্থক : ଅନୁଚିନ୍ତନହୀନତା, ଅବିଚାର, ଅବିବେଚନା, ଅମନନ, ବିଚାରହୀନତା, ବୋଧନହୀନତା
অন্যান্য ভাষায় অনুবাদ :
The trait of forgetting or ignoring your responsibilities.
heedlessness, inadvertence, inadvertency, unmindfulness