অর্থ : ଶୂନରୁ ନଅ ପର୍ଯ୍ୟନ୍ତ ସଂଖ୍ୟା
উদাহরণ :
ତିନି ଅଙ୍କ ବିଶିଷ୍ଟ ସବୁଠାରୁ ଛୋଟ ସଂଖ୍ୟା ଶହେ
সমার্থক : ଅଂକ
অন্যান্য ভাষায় অনুবাদ :
অর্থ : କାହାରିକୁ ଚିହ୍ନିବାପାଇଁ ବ୍ୟବହୃତ ବା ଦିଆଯାଇଥିବା ଅଙ୍କ ବା ଅଙ୍କ ସମୂହ
উদাহরণ :
ଖେଳାଳୀଙ୍କପାଇଁ ଅଲଗା ଅଲଗା ଅଙ୍କ ନିର୍ଦ୍ଧାରିତ ହୋଇଥାଏ
সমার্থক : ନମ୍ବର
অন্যান্য ভাষায় অনুবাদ :
* किसी की पहचान के लिए प्रयुक्त या दिया गया अंक या अंक समूह।
खिलाड़ियों के लिए अलग-अलग अंक निर्धारित होते हैं।অর্থ : ଯାହା ସଂଖ୍ୟା ବା ଗଣନାର ସୂଚକ
উদাহরণ :
ମୋତେ ମାସକୁ ଛଅ ଅଙ୍କ ଦରମାବାଲା ଚାକିରି ମିଳିଲେ ମୁଁ ଖୁସିହେବି
সমার্থক : ସଂଖ୍ୟା
অন্যান্য ভাষায় অনুবাদ :
Any division of quantity accepted as a standard of measurement or exchange.
The dollar is the United States unit of currency.অর্থ : କୌଣସି ପରୀକ୍ଷା ବା ପ୍ରତିଯୋଗିତାରେ ମିଳୁଥିବା ଯେଉଁ ସଂଖ୍ୟାଦ୍ୱାରା ପରୀକ୍ଷାର୍ଥୀ ବା ପ୍ରତିଯୋଗୀଙ୍କ ଶ୍ରେଷ୍ଠତା ବିଷୟରେ ଜାଣିହୁଏ
উদাহরণ :
ସେ ବାର୍ଷିକ ପରୀକ୍ଷାରେ ଚାରିଶହରୁ ତିନିଶହ ନମ୍ବର ରଖିଛିଭାରତ ଏହି ପ୍ରତିଯୋଗିତାରେ ଦଶ ଅଙ୍କ ପାଇ ଦ୍ୱିତୀୟ ସ୍ଥାନରେ ଅଛି
সমার্থক : ନମ୍ବର
অন্যান্য ভাষায় অনুবাদ :