সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଯେଉଁ ଖାଦ୍ୟ ଶାସ୍ତ୍ର ଅନୁସାରେ ଖାଇବାଲାଗି ନିଷିଦ୍ଧ
উদাহরণ : ଭୋକ ତାକୁ ଅଖାଦ୍ୟ ଖାଇବାକୁ ବାଧ୍ୟ କରିଦେଲା
সমার্থক : କଦନ୍ନ
অন্যান্য ভাষায় অনুবাদ :हिन्दी
वह अन्न जिसका खाना शास्त्रों के अनुसार निषिद्ध है।
অর্থ : ଯାହା ଖାଇବା ଯୋଗ୍ୟ ନୁହେଁ
উদাহরণ : ଏହା ଅଖାଦ୍ୟ ବସ୍ତୁ
সমার্থক : ଅନାହାର୍ଯ୍ୟ, ଅଭକ୍ଷ, ଅଭୋଜ୍ୟ
অন্যান্য ভাষায় অনুবাদ :हिन्दी English
जो खाने के योग्य न हो।
Not suitable for food.
অর্থ : ଯାହା ଖାଇବା ଉଚିତ ନୁହେଁ
উদাহরণ : ସେ ଅଖାଦ୍ୟ ଫଳ ଖାଇ ମରିଗଲା
সমার্থক : ଅଭକ୍ଷ, ଅଭୋଜ୍ୟ
जिसे खाना नहीं चाहिए।
অর্থ : କାମ ଲାଗି ଅଯୋଗ୍ୟ ବା ଖାଦ୍ୟ ଲାଗି ଅଯୋଗ୍ୟ
উদাহরণ : ଅଖାଦ୍ୟ ବସ୍ତୁକୁ ଫିଙ୍ଗିଦେଉ ନାହଁ କାହିଁକି
সমার্থক : ଅସେବ୍ୟ
ইনস্টল