অর্থ : ଶବ୍ଦର ଯେଉଁ ଅଂଶଟି ଶ୍ୱାସର ଗୋଟିଏ ସ୍ପନ୍ଦନରେ ଉଚ୍ଚାରିତ ହୁଏ
উদাহরণ :
ରାମ ଶବ୍ଦରେ ଦୁଇଟି ଅକ୍ଷର ରହିଛି
অন্যান্য ভাষায় অনুবাদ :
অর্থ : ବର୍ଣ୍ଣମାଳାର କୌଣସି ସ୍ୱର ବା ବ୍ୟଞ୍ଜନ ବର୍ଣ୍ଣ
উদাহরণ :
ପାଠପଢ଼ା ଅକ୍ଷର ଜ୍ଞାନରୁ ଆରମ୍ଭ ହୋଇଥାଏ
সমার্থক : ବର୍ଣ୍ଣ
অন্যান্য ভাষায় অনুবাদ :
The conventional characters of the alphabet used to represent speech.
His grandmother taught him his letters.