অর্থ : ପୃଥିବୀରେ ଦୁଇ ମେରୁ ମଧ୍ୟରେ ଅବସ୍ଥିତ କଳ୍ପିତ ସରଳରେଖା
উদাহরণ :
ପୃଥିବୀ ନିଜ ଅକ୍ଷ ଚାରିପଟେ ବୁଲୁଛି
সমার্থক : ମେରୁଦଣ୍ଡ
অন্যান্য ভাষায় অনুবাদ :
অর্থ : କାଠ ବା ହାଡ଼ରେ ତିଆରି ଛଅ ଖଣ୍ଡ କାଠି ଭଳି ଲମ୍ବା ଖଣ୍ଡ ଯାହାର ଉପର ଭାଗରେ ବିନ୍ଦୁ ଚିହ୍ନ ଦିଆଯାଇଥାଏ ଏବଂ ଯେଉଁଥିରେ ପଶା ଆଦି ଖେଳାଯାଏ
উদাহরণ :
ମୋହନ ପଶାକାଠି ଚଳାଇବାରେ ଦକ୍ଷ
অন্যান্য ভাষায় অনুবাদ :