অর্থ : ନୀତି ବିରୋଧ ହେଉଥିବା କାର୍ଯ୍ୟ
উদাহরণ :
ଦୁଷ୍ଟ ବ୍ୟକ୍ତି ସବୁବେଳେ ଦୁଷ୍କର୍ମରେ ଲିପ୍ତ ରହିଥାଏ
সমার্থক : ଅନୈତିକ କର୍ମ, ଅପକର୍ମ, ଦୁଷ୍କର୍ମ, ପାପକର୍ମ, ମନ୍ଦକର୍ମ
অন্যান্য ভাষায় অনুবাদ :
অর্থ : କର୍ମର ଅଭାବ
উদাহরণ :
ସେ ଅକର୍ମରୁ କର୍ମ ଆଡ଼କୁ ଅଗ୍ରସର ହେଲେ
সমার্থক : ଅକାର୍ଯ୍ୟ, କର୍ମହୀନତା, କାର୍ଯ୍ୟହୀନତା
অন্যান্য ভাষায় অনুবাদ :
অর্থ : ଯେଉଁ କାର୍ଯ୍ୟ କରିବା ଅନାବଶ୍ୟକ ବା ଅନୁଚିତ
উদাহরণ :
ଆମ୍ଭେମାନେ ଖରାପକାମଠାରୁ ଦୂରରେ ରହିବା ଉଚିତ
সমার্থক : ଖରାପକାମ, ମନ୍ଦକାମ, ମନ୍ଦକାର୍ଯ୍ୟ
অন্যান্য ভাষায় অনুবাদ :