অর্থ : ହିତ ବା ଭଲ ଚାହୁଁଥିବା
উদাহরণ :
ଆଜିର ସମାଜରେ ହିତୈଷୀ ଲୋକ ମିଳିବା ମୁସ୍କିଲ୍
সমার্থক : କଲ୍ୟାଣକାରୀ, ପରୋପକାରୀ, ମଙ୍ଗଳାକାଂକ୍ଷୀ, ଶୁଭାକାଂକ୍ଷୀ, ଶୁଭେଚ୍ଛୁ
অন্যান্য ভাষায় অনুবাদ :
हित या भला चाहनेवाला।
जीवन में शुभचिन्तकों का होना अतिआवश्यक है।