অর্থ : ମୂଳରୁ ପ୍ରାପ୍ତ କଟୁ ଗନ୍ଧ ନିର୍ଯାସ ବିଶେଷ କରି ଗୋଟିଏ ବୃକ୍ଷ
উদাহরণ :
ହେଙ୍ଗୁରୁ ଏହି ନାମରେ ଏକ ବହୁତ ଉପଯୋଗୀ ବସ୍ତୁ ପ୍ରାପ୍ତ ହୋଇଥାଏ ଯାହା ମସଲା, ଔଷଧ ଆଦିରେ ବ୍ୟବହାର ହୁଏ
সমার্থক : ହେଙ୍ଗୁ
অন্যান্য ভাষায় অনুবাদ :
অর্থ : ଆଫଗାନିସ୍ତାନ ଏବଂ ପାରସ୍ୟରେ ହେଉଥିବା ଏକ ପ୍ରକାର ଛୋଟ ଗଛର ଅଠା ବା ଦୁଧ ଯେଉଁଥିରୁ ବହୁତ ତୀବ୍ର ଗନ୍ଧ ବାହାରେ
উদাহরণ :
ଔଷଧ ତଥା ମସଲାରୂପେ ହିଙ୍ଗୁର ବ୍ୟବହାର କରାଯାଏ
অন্যান্য ভাষায় অনুবাদ :