অর্থ : ସବୁବେଳେ ପ୍ରସନ୍ନ ରହୁଥିବା ଏବଂ ହସି ହସାଉଥିବା ଏବଂ ସଦାଚଞ୍ଚଳ ଥିବା ବ୍ୟକ୍ତି
উদাহরণ :
ଖୁସିବାସିଆ ବ୍ୟକ୍ତିର ଜୀବନ ଆନନ୍ଦମୟ ହୋଇଥାଏ
সমার্থক : ଖୁସିବାସିଆ, ପ୍ରସନ୍ନଚିତ୍ତ, ହସକୁରା
অন্যান্য ভাষায় অনুবাদ :
सदा प्रसन्न रहने और हँसने-हँसानेवाला और सक्रिय।
ज़िंदादिल व्यक्ति का जीवन खुशियों से भरा होता है।