অর্থ : ହଳଦୀ ଚେରର ହଳଦିଆ ଚୂର୍ଣ୍ଣ ଯାହାକୁ ଖାଦ୍ୟରେ ଏବଂ ପୂଜା କାମରେ ବ୍ୟବହାର କରାଯାଏ
উদাহরণ :
ମା ଡାଲିରେ ହଳଦୀ ଗୁଣ୍ଡ ପକାଇବାକୁ ଭୁଲିଗଲେ
সমার্থক : ହରିଦ୍ରା, ହଳଦୀ, ହଳଦୀ ଗୁଂଡ, ହଳଦୀ ଗୁଂଡା, ହଳଦୀ ଗୁଣ୍ଡ, ହଳଦୀ ଗୁଣ୍ଡା
অন্যান্য ভাষায় অনুবাদ :
हल्दी की जड़ का पीला चूर्ण जो खाने में और पूजा में काम आता है।
माँ दाल में हल्दी डालना भूल गई है।Ground dried rhizome of the turmeric plant used as seasoning.
turmeric