অর্থ : ଯେ ନିଜର ଅଧିକାରକୁ ନିଜ ଇଚ୍ଛା ଅନୁସାରେ ଉପଯୋଗ କରେ
উদাহরণ :
ଏହି କମ୍ପାନୀର ମାଲିକ ଜଣେ ସ୍ୱେଚ୍ଛାଚାରୀ, ସେ କର୍ମଚାରୀଙ୍କର କୌଣସି କଥା ଶୁଣେ ନାହିଁ ହିଟଲର୍ ଜଣେ ବହୁତ ବଡ଼ ସ୍ୱେଚ୍ଛାଚାରୀ ଥିଲେ
অন্যান্য ভাষায় অনুবাদ :
वह जो अपने अधिकारों का बहुत मनमाना उपयोग करे।
इस कंपनी का मालिक तानाशाह है वह कर्मचारियों की एक भी नहीं सुनता है।অর্থ : ନିଜ ଇଚ୍ଛା ଅନୁସାରେ ସମସ୍ତ କାମ କରିପାରୁଥିବା ଲୋକ
উদাহরণ :
କିଛି ଲୋକ ସ୍ୱଚ୍ଛନ୍ଦ ଜୀବନଯାପନ ପସନ୍ଦ କରନ୍ତି
সমার্থক : ଇଚ୍ଛାନୁବର୍ତ୍ତି, ସ୍ୱଚ୍ଛନ୍ଦ, ସ୍ୱତନ୍ତ୍ର, ସ୍ୱାଧୀନ
অন্যান্য ভাষায় অনুবাদ :
अपनी इच्छा के अनुसार सब काम कर सकने वाला।
कुछ लोग स्वच्छंद जीवन जीना चाहते हैं।অর্থ : ଯାହା ନିଜ ଇଛାନୁସାରେ ହୋଇଥାଏ
উদাহরণ :
ଜଣେ ବଡ଼ ଅଧିକାରୀ ତାଙ୍କ ବିଭାଗରେ କେତେକ ମନମୁଖୀ ନିଯୁକ୍ତି କରିଛନ୍ତି ମନମୁଖୀ ନିଯୁକ୍ତିଗୁଡ଼ିକର ଯାଞ୍ଚ ହେବା ଦରକାର
সমার্থক : ମନମୁଖୀ
অন্যান্য ভাষায় অনুবাদ :
Determined by chance or impulse or whim rather than by necessity or reason.
A capricious refusal.